ପୋଲିସ ପ୍ରଶାସନର ବିଫଳତା ନାଁ ସଫଳତା
ଝାରବନ୍ଧ, ୦୮/୧୧ ( ଗୌରୀଶଙ୍କର ପଞ୍ଚଭାୟା ) : ଛୋଟ ଛୋଟ ବୟସର ପାଠପଢ଼ା ପିଲାମାନେ ଗଞ୍ଜେଇ ନିସା ର ଆଦି ହେବାରେ ଲାଗିଲେଣି ଅତି ଦୁଃଖର ବିଷୟ, ପୋଲିସ ପ୍ରଶାସନର ର ବିଫଳତା କହିବା ନାଁ ସଫଳତା କହିବା ପ୍ରଶ୍ନ ର ଘେରାଉ ରେ ପୋଲିସ ପ୍ରଶାସନ , ସୂଚନା ଅନୁସାରେ କିଛିଟା ନିସା ଦ୍ରବ୍ୟ ର ଲାଇସେନ୍ସ ପ୍ରଦାନ କରୁଥିବାବେଳେ ଓଡ଼ିଶା ସରକାର ଆଉ କିଛିଟା ନିସା ର ଆଜି ପ୍ରଜନ୍ତ ଲାଇସେନ୍ସ ଦିଆଯାଉନାହିଁ ସେହି ଦ୍ରବ୍ୟ ଭିତରୁ ଗୋଟିଏ ହେଲା ଗଞ୍ଜେଇ ଏହି ଗଞ୍ଜେଇ ଓଡିଶା ର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ର ପ୍ରତେକ ଗ୍ରାମ ରେ ବେଭାର କରୁଥିବାର ଦେଖିବାକୁ ମିଳୁଛି , ଏହି ବେଭାର କରୁଥିବା ଲୋକଙ୍କୁ ଦେଖି ପ୍ରଶ୍ନ ସୃଷ୍ଟି ହେଉଛି ଯେ କିଏ ବିକ୍ରି କରୁଛି ଗଞ୍ଜେଇ କାହାର ଅନୁମତିରେ କିପରି ଭାବରେ ବିକ୍ରି ହେଉଛି ପୋଲିସ ପ୍ରଶାସନକୁ ଠକି ଦେଉଛନ୍ତି ଗଞ୍ଜେଇ ବେପାରୀ ନାଁ ପୋଲିସ ପ୍ରଶାସନ ଜାଣି ଜାଣି କୌଣସି ପଦକ୍ଷେପ ନେଉନାହାନ୍ତି ଏମିତି ଅନେକ ପ୍ରଶ୍ନ ଜନସାଧାରଣ ମହଲରେ, ଯଦିଓ ଗଞ୍ଜେଇ ବିକ୍ରି କରୁଥିବା ଲୋକଙ୍କୁ ଧରି ପାରୁନାହାନ୍ତି ଗଞ୍ଜେଇ ବେଭାର କରୁଥିବା ଲୋକଙ୍କୁ ଧରନ୍ତୁ ପଚରାଉଚରା କରନ୍ତୁ ପୋଲିସ ପ୍ରଶାସନକୁ ଅନୁରୋଧ ଏହି ବେଆଇନ ଗଞ୍ଜେଇ କାରୋବାର କୁ ଜଥା ସିଘ୍ର ବନ୍ଦ କରନ୍ତୁ ନ ହେଲେ ପଢି ଲେଖି ଦେଶକୁ ଆଗକୁ ନେବା ବଦଳରେ ଆଜିର ଯୁବ ସମାଜ ନିସା ଖାଇ ନିଜକୁ ବରବାଦ କରିଦେବେ।